ମୁହାଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ମୁଖ) ସମ୍ପାଦନା

୧. ନଦୀ ଯେଉଁଠାରେ ସମୁଦ୍ରରେ ବା ଜଳାଶୟରେ ଯାଇଁ ପଡ଼େ; ନଦୀମୁଖ — The mouth of a river.
୨. କୌଣସି ଦିଗକୁ ଅଗ୍ରସର ହେବା —୨. Advancing towards a direction.
୩. ଚୂଲ୍ଲିରେ ଜାଳ କାଠ ପୂରାଇବାର ଥର —୩. The act of putting or thrusting fuel into the oven.

(ଯଥା—ଚୁଲ୍ଲିରେ ଜାଳ ମୁହାଣେ ଦେଲେ ଭାତ ଫୁଟିବା)