ମୁହାଣ
ମୁହାଣ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାମୁହାଣ
|
ଦେଶଜ - ବି—(ସଂସ୍କୃତ - ମୁଖ)
ସମ୍ପାଦନା- ୧. ନଦୀ ଯେଉଁଠାରେ ସମୁଦ୍ରରେ ବା ଜଳାଶୟରେ ଯାଇଁ ପଡ଼େ; ନଦୀମୁଖ — The mouth of a river.
- ୨. କୌଣସି ଦିଗକୁ ଅଗ୍ରସର ହେବା —୨. Advancing towards a direction.
- ୩. ଚୂଲ୍ଲିରେ ଜାଳ କାଠ ପୂରାଇବାର ଥର —୩. The act of putting or thrusting fuel into the oven.
(ଯଥା—ଚୁଲ୍ଲିରେ ଜାଳ ମୁହାଣେ ଦେଲେ ଭାତ ଫୁଟିବା)