ମୁହାଁସ
ମୁହାଁସ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାମୁହାଁସ
|
ଦେଶଜ - ବି—(ସଂସ୍କୃତ - ମୋହପାଶ; କିମ୍ୱା ମାୟା+ଆଶା)
ସମ୍ପାଦନା- ୧. ଦାରା ପୁତ୍ରାଦିଙ୍କ ପ୍ରତି ମାୟା ମମତା — ୧. Attachment towards one's family.
[ଉ—ତୁମ୍ଭେ ତାହାକୁ ଅନ୍ୟରୂପେ ପୁରୁଷ, ହୋଇଛ ତୁମ୍ଭଠାରେ କରିବ ମୁହାଁଶ କୃଷ୍ଣସିଂହ ମହାଭାରତ. ବନ]
- ୨. ବିଷୟାଭିଳାଷ; ବିଷୟାସକ୍ତି; ସଂସାର ମୋହ; ମୋହପାଶ —୨. Attachment towards one's worldly concerns.
ଛାଡ଼ିଲ ମୁହାଁଶ କିମ୍ପା ହେଲ ବଶ ଜଗତେ ନୋହିବ ଭଲ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର
- ୩. ଅଭିଳାଷ; ଇଛା — ୩. Wish; desire.
[ଉ—ପ୍ରତି ରାତି ନାରୀମଣିର ରମଣେ ତରେ ବଳାଏ ମୁହାଁଶ—କବିସୂର୍ଯ୍ୟ. ସଙ୍ଗୀତ]