ମୁସ୍ତ
ମୁସ୍ତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ମୁସ୍ତର୍—ଅନ୍ୟରୂପ)
ଅନୁବାଦ
ସମ୍ପାଦନାମୁସ୍ତ
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁସ୍ତର୍)
ସମ୍ପାଦନା- ୧. ଥର, ବାର, ମୁଥ — ୧. Time.
- ୨. କିସ୍ତି —୨. Instalment.
ସଂସ୍କୃତ - ବିଶେଷ୍ୟ - (ମୁସ୍ତ୍ ଧାତୁ+କର୍ତ୍ତୃ. ଅ)
ସମ୍ପାଦନା- ୧. ଦୁବ ଘାସ — ୧. Cryperus Rotundus; the creeping grass.
- ୨. ଏକ ପ୍ରକାର ଘାସର ସୁଗନ୍ଧି ମୂଳ, ଯଥା —୨. The bulbous root of a kind of grass; cyperus Rotundus.
[ଦ୍ରଷ୍ଟବ୍ୟ —ଏହା ତିକ୍ତ, କଟୁ, ବାୟୁ— ନାଶକ, ଗ୍ରାହକ ଓ ଦୀପନ, ଏହା ପିତ୍ତ, ଅସୃକ୍, ତୃଷ୍ଣା, ଜ୍ୱର ଓ କୃମି ନାଶକ ଅନୁପଦେଶ ଜାତ ମୁଥା ପ୍ରଶସ୍ତ ]