ମୁରୁଦାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମୁର୍ଦ୍ଦାର—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁର୍ଦା) ସମ୍ପାଦନା

ଶବ; ମଡ଼; ମଢ଼ —Dead body, corpse.

[ଦ୍ରଷ୍ଟବ୍ୟ —ମନୁଷ୍ୟର ଶବକୁ ମୁରୁଦାର ଓ ପଶୁଆଦିଙ୍କ ଶବକୁ ମଢ଼ ବୋଲାଯାଏ]