ମୁଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ମୁଷ୍ଟି) ସମ୍ପାଦନା

୧. ଆଘାତୋଦ୍ୟତ ଅବଦ୍ଧ ମୁଷ୍ଟି — ୧. Clenched first ready to strike a blow.
୨. ମୁଷ୍ଟିବଦ୍ଧ କରତଳଦ୍ୱାରା ଗାଲରେ ବା ମୁହଁରେ ଆଘାତ —୨. A blow with the clenched fist on the face or cheek.

[ଉ—ତହୁଁ ବାହାର ତାକୁ କଲେ, ମୁଥେ ତା ଶିରରେ ମାଇଲେ ବିଶ୍ୱନାଥ ବିଚିତ୍ର ରାମାୟଣ]

['ମୁଖୀ' ତଳେ ନୋଟ୍ ଦେଖ]

୨. ଥର; ବାର — ୨. Time