ମୁଥ
ମୁଥ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବି—(ସଂସ୍କୃତ - ମୁଷ୍ଟି)
ସମ୍ପାଦନା- ୧. ଆଘାତୋଦ୍ୟତ ଅବଦ୍ଧ ମୁଷ୍ଟି — ୧. Clenched first ready to strike a blow.
- ୨. ମୁଷ୍ଟିବଦ୍ଧ କରତଳଦ୍ୱାରା ଗାଲରେ ବା ମୁହଁରେ ଆଘାତ —୨. A blow with the clenched fist on the face or cheek.
[ଉ—ତହୁଁ ବାହାର ତାକୁ କଲେ, ମୁଥେ ତା ଶିରରେ ମାଇଲେ ବିଶ୍ୱନାଥ ବିଚିତ୍ର ରାମାୟଣ]
['ମୁଖୀ' ତଳେ ନୋଟ୍ ଦେଖ]
- ୨. ଥର; ବାର — ୨. Time