ମୁତ୍‌ଫର୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ମତ୍ଫରକା—ଅନ୍ୟରୂପ)

ବୈଦେଶିକ - ବିଶେଷଣ - (କଚିରିଆ) (ଆରବୀ - ମୁତ୍ଫର୍ରିକ=ଭିନ୍ନ, ପୃଥକ୍ ପୃଥକ୍) ସମ୍ପାଦନା

୧. ବିବିଧ; ନାନାଜାତୀୟ ବସ୍ତୁ— ମିଶ୍ରିତ —୧. Miscellaneous; sundry; mothley; mixed.
୨. ଅନା; ବଶ୍ୟକ; ବାଜେ —୨. Unimportant.

(ଦ୍ର— ଅଦାଲତରେ ଚଳୁଥିବା ଅସଲ ମକଦ୍ଦମାରୁ ତତ୍ ସଂପର୍କୀୟ କୌଣସି ଅବ୍ନାନ୍ତର ବିଷୟ ଘେନି ବିବାଦ ବା ଦାବୀ ଉପସ୍ଥାପିତ ହେଲେ ତାହାକୁ ସେହି ମୂଳ ମକଦ୍ଦମାର ମୁତଫର୍କା ମକଦ୍ଦମା କୁହାଯାଏ)