ମୁଣ୍ଡ କାନ ଆଉଁସିବା
ମୁଣ୍ଡ କାନ ଆଉଁସିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାମୁଣ୍ଡ କାନ ଆଉଁସିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଅନନ୍ୟୋପାୟ ହେବା; ନାଚାର ହେବା —To be helpless; to have no other alternative.
- ୨. ଆପଣା ଭାଗ୍ୟକୁ ଆଦରିବା —୨. To be reconciled to one's lot.
[ଉ—ମୁଣ୍ଡକାନ ଆଉଁସି ଯେ ଯାହା ଘରକୁ, ବାହାରିଗଲେ କଥା ନ କହି କାହାକୁ କୃଷ୍ଣିସିଂହ ମହାଭାରତ ବନ]