ମୁଣ୍ଡୁଳା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଣ୍ଡଳ)

ସମ୍ପାଦନା
୧. ମଣ୍ଡଳାକାର ରେଖା; ବୃତ୍ତ —୧. Circle.
୨. ମଣ୍ଡଳାକାର ଚିତ୍ର — ୨. Circular drawing.

[ଦ୍ରଷ୍ଟବ୍ୟ — ପିଲାମାନେ ପ୍ରଥମେ ବିଦ୍ୟାରମ୍ଭ କରି ଖଡ଼ି ଛୁଇଁଲାବେଳେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମ ଉଚ୍ଚାରଣ କରି ଭୂଇଁରେ ତିନିଗୋଟି ମୁଣ୍ଡୁଳା କାଟନ୍ତି]