ମୁଣ୍ଡି
ମୁଣ୍ଡି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଣ୍ଡ)
ସମ୍ପାଦନା- ୧. ଯଷ୍ଟିଆଦିର ଅଗ୍ରଭାଗ — ୧. The top of stick.
- ୨. ସ୍ତନର ଅଗ୍ରଭାଗ; ଭୁଣ୍ଡି; ଚୁଚୁକ —୨. Nipple of the female breast.
- ୩. ମୁଣ୍ଡିତିକା (ଦେଖ) - ୩. A medicinal plant; muṇḍitikā (See)
- ୪. ମୁଳରୁ ହଣା ହୋଇଥିବା ଶାଖାବିହିନ (ଶାଳ ପିଆଶାଳ ଆଦି କାଠର ଗଣ୍ଡି) —୪. The branches trunk of a tree cut at the ground level.
- ୫. କାଠର ବଡ଼ ଗଡ଼ —୫. A log of timber.
- ୬. ବାଇଗଣ ଓ କାକୁଡ଼ି ଆଦି ଫଳର ବୃନ୍ତ ସଂଲଗ୍ନ ଅଂଶ —୬. The part of a brinjāl or cucumber which adjoins the stalk.
- ୭. ଦେଉଳର ଅଗ୍ରଭାଗ —୭. The top of a temple.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାକେଳି କଦମ୍ୱ ଗଛ —A kind of tree; Stephygyne parvifolia; Neuclia Parvifolia.