ମୁଚୂଲିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତୁର୍କୀ—ମୁଚଲ୍କା) ସମ୍ପାଦନା

୧. କୌଣସି କାର୍ଯ୍ୟ କରିବା ପାଇଁ ଅଙ୍ଗୀକାର ପତ୍ର, ଉକ୍ତ କାର୍ଯ୍ୟ ନ କଲେ ଅଙ୍ଗୀକାରୀ ଭଙ୍ଗିକାରୀ କି ଦଣ୍ଡ ପାଇବ ବା କେତେ ଅର୍ଥଦଣ୍ଡ ଦେବା, ତାହା ଯହିଁରେ ଲେଖାଯାଏ —୧. A deed of agreement stipulating a penalty for the breach thereof; a security bond; a recognisance bond.
୨. ଶାନ୍ତିରକ୍ଷାପାଇଁ ଦୁଷ୍ଟ ବ୍ୟକ୍ତିର ମାଜିଷ୍ଟ୍ରେଟଙ୍କ ଲେଖି— ଦେବା ପ୍ରତିଜ୍ଞା ପତ୍ର —୨. A bond to keep the peace, executed by a wicked person to the magistrate.

[ଦ୍ରଷ୍ଟବ୍ୟ —ମଫସଲରେ ଜମିଦାର ବା ପଞ୍ଚାଏତମାନଙ୍କ ନିକଟରେ ଉପସ୍ଥିତ ବାଦୀ ପ୍ରତିବାଦୀ ଉଭୟେ ନିର୍ଦ୍ଦାରିତ ପରିମାଣ ଟଙ୍କା ଉଲ୍ଲେଖ କରି ମୁଚାଲିକୀ ଲେଖି ଦିଅନ୍ତି ବିବାଦ ପରେ ଯେଉଁ ପକ୍ଷ ଦୋଷ ହେବ, ସେ ପକ୍ଷ ଉକ୍ତ ମୁଚାଲିକା ଲିଖିତ ଅର୍ଥଦଣ୍ଡ ଦେବାକୁ ବାଧ୍ୟ ହେବ ବୋଲି ଉଭୟପକ୍ଷ ଅଙ୍ଗୀକାର କରନ୍ତି ଆସାମୀ ବା ସାକ୍ଷୀ ଅଦାଲତରେ ନିର୍ଦ୍ଦିଷ୍ଟ ତାରିଖରେ ଉପସ୍ଥିତ ହେବା ନିମନ୍ତେ ମୁଚାଲିକା ଲେଖି ଦିଅନ୍ତି ଦୁଷ୍ଟଲୋକମାନେ ଭବିଷ୍ୟତରେ ଶାନ୍ତିଭଙ୍ଗ ନ କରିବେ କିମ୍ୱା ଅସଦାଚରଣ ନ କରିବେ ବୋଲି ମଧ୍ୟ ମାଜିଷ୍ଟ୍ରେଟଙ୍କନିକଟରେ ମୁଚାଲିକା ଲେଖିଦିଅନ୍ତି ଜଣକ ପାଇଁ ଆଉ ଜଣେ ମୁଚାଲିକା ଲେଖିଦେଲେ ଉକ୍ତ ଲେଖାକୁ ଯାମିନ୍ନାମା ବୋଲାଯାଏ]