ମୁଗୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ଗର) ସମ୍ପାଦନା

୧. ମଲ୍ଲମାନଙ୍କର ହାତରେ ବୁଲାଇବା ଗଦା —୧. Club; mace.
୨. ବଢ଼େଇ ବଟାଳି ପ୍ରଭୃତି ଉପରେ ଯେଉଁ ହାତୁଡ଼ିଦ୍ୱାରା ଆଘାତ କରେ — ୨. A carpenter's wooden mallet.

(ଉ—ପୁନଶ୍ଚ ବାରସୀ ମୁଗୁର ଧରି କରେ; ହାଣିବ କାଠମାନ ତୋଷେ ନିରନ୍ତରେ କୃଷ୍ଣସିଂହ. ମହାଭାରତ. ଶାନ୍ତି ପର୍ବ)

୨. ମୁଦ୍ଗର (ଦେଖ) - —୨. Mud-gara (See)