ମୁକ୍ତ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ)

ସମ୍ପାଦନା
୧. ମୁକ୍ତି ପ୍ରାପ୍ତ; ଲବ୍ଧ ମୋକ୍ଷ —୧. Liberated; delivered; released.
୨. ସ୍ୱାଧିନତା ପ୍ରାପ୍ତ — ୨. Freed; emancipated.
୩. (+କର୍ମ. ତ) ପରିତ୍ୟକ୍ତ —୩. Discharged.
୪. ପୃଥକ୍ କୃତ — ୪. Detached from; extricated.
୫. ମୁକୁଳା; ଉନ୍ନୁକ୍ତ —୫. Losened; untied; loose.
୬. ଉଦ୍ଘୋଟିତ; ମେଲା; ଖୋଲା —୬. Open;opened.
୭. ଅବାଧ; ବାଧାରହିତ —୭. Unobstructed; free.
୮. ନଗ୍ନ; ଲଙ୍ଗଳା —୮. Naked; shorn of clothes.

[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଂଶ ମୁକ୍କଳା]