ମିଶାଣ
ମିଶାଣ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ଫେଡ଼ାଣ—ବିପରୀତ)
ଅନୁବାଦ
ସମ୍ପାଦନାମିଶାଣିଆ, ମିଶୁଆଣ(ଳ) ଅନ୍ୟରୂପ
ମିଶାଣୀ, ମିଶାଣେଈ, ମିଶୁଆଣୀ(ଳୀ)ସ୍ତ୍ରୀଲିଙ୍ଗ
ଅନୁବାଦ
ସମ୍ପାଦନାମିଶାଣ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଶ୍ରଣ)
ସମ୍ପାଦନା- ୧. (ଗଣିତ) ସଂଖ୍ୟାମାନଙ୍କୁ ଯୋଗ କରିବା —୧. (arithmetic) Addition.
- ୨. ମିଶ୍ରଣ —୨. Mixing up.
- ୩. ମିଳନ — ୩. Meeting toghter.
- ୪. ଏକତ୍ର କରିବା — ୪. Gathering up.
- ୫. ଏକାଧିକ ବସ୍ତୁର ମିଶ୍ରଣରେ ଉତ୍ପନ୍ନ ବସ୍ତୁ —୫. Mixture; a compound.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଯେଉଁ ବ୍ୟକ୍ତି ଅନ୍ୟ ଲୋକଙ୍କ ସଙ୍ଗେ ମିଳି ମିଶି କଳେ; ମିଳାପୀ — ୧. Affable; sociable; disposed to mix with other people.
- ୨. (ପରିବା) ଯାହା ଅନ୍ୟ ପରିବା ସଙ୍ଗେ ପାକ ହେଲେ ମିଶି ଯାଏ —୨. (vegetable) Which gets mixed up with other vegetables when cooked.
[ଦ୍ରଷ୍ଟବ୍ୟ —ସାରୁ, ଆଳୁ, କଖାରୁ ପ୍ରଭୃତିକୁ ଅଳ୍ପମାତ୍ର ସିଝାଇଲେ ଘୋଳି ହୋଇ ଯାଇ ଅନ୍ୟ ପରିବାମାନଙ୍କ ସଙ୍ଗେ ମିଶିଯାଏ ବୋଲି ଏମାନଙ୍କୁ ମିଶାଣ ପରିବା କହନ୍ତି]