ମିଶାଇବା
ମିଶାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ମିଶ୍ର ଧାତୁର ପ୍ରୟୋଜନ ରୂପ)
ସମ୍ପାଦନା- ୧. (ଏକାଧିକ ପଦାର୍ଥ) ମିଶ୍ରିତ କରିବା — ୧. To mix up.
- ୨. ଗୋଳାଇ ଦେବା — ୨. To adulterate; to dissolve.
- ୩. (ଗଣିତ) ରାଶିମାନଙ୍କୁ ଯୋଗ କରିବା —୩. To add up some number.
- ୪. ଏକ ବସ୍ତୁକୁ ଅନ୍ୟ ବସ୍ତୁ ସଙ୍ଗେ ସଂଯୋଗ କରିବା —୪. To join a thing with another.
- ୫. ମେଳାଇବା; ଦୁଇଟି ବନ୍ଧୁଙ୍କୁ ମିଳିତ କରାଇବା; ମେଳ କରାଇବା —୫. To cause to meet or associate; to reconcile; to effect reconciliation between.
- ୬. କୌଣସି ବ୍ୟକ୍ତିକୁ ଆପଣା ଦଳରେ ବା ସଙ୍ଗରେ କାର୍ଯ୍ୟ କରିବାକୁ ଦେବା; ଆପଣାର ଦଳଭୁକ୍ତ କରିବା —୬. To cause or allow a person to work or mix in one's company; to admit a person as one's colleague.