ମିଶା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ମିଶ୍ର) ସମ୍ପାଦନା

୧. ମିଶ୍ରିତ —୧. Mixed.

[ଉ—କରୁଣା ମିଶା ଅନୁରାଗ, କଟାକ୍ଷ ବଚନ ସୁଭଗ ଜଗନ୍ନାଥ. ଭାଗବତ ]

୨. ଅନ୍ୟ ପଦାର୍ଥ ସଙ୍ଗେ ମିଶ୍ରିତ ହୋଇଥିବା —୨. Adulterated.
୩. ବର୍ଣ୍ଣସଙ୍କର — ୩. Hybrid or mixed caste.

ବିଶେଷ୍ୟ - ସମ୍ପାଦନା

୧. ମିଶ୍ରଣ —୧. Mixing
୨. (ଗଣିତ) ଯୋଗ କରଣ; ମିଶାଣ; ସଂକଳନ —୨. (arithmetic) Addition.

[ଉ—ହର୍, ଗୁଣ, ଫେଡ଼୍, ମିଶା; ଆଉ ସବୁ ପାଠ ଫସରଫସା—ପ୍ରବଚନ ]

ପ୍ରାଦେଶିକ - (ସମ୍ୱଲପୁର ଓ ଜୟପୁର) ଅ ସମ୍ପାଦନା

ମଧ୍ୟ —Also.

[ଉ— ମାଧବ ମିଶା ଚୋର ବାର୍ଗିର୍ ଲୁଚ୍ଲାନି=ମାଧବ ମଧ୍ୟ ଚୋର ପରି ଲୁଚିଲାଣି ]