ମିଳେଇ ଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଅକର୍ମକ) ସମ୍ପାଦନା

୧. ପଚିଯିବା — ୧. To be rotten.
୨. ବିଲୀନ ହେବା— (ଯଥା—ପାଣିରେ ଚିନି ବା ଲୁଣ ମିଳାଇ ଯିବା) —୨. To be dissolved in.
୩. (ଲକ୍ଷଣାର୍ଥ)—ବିସୃତ ହେବା, ଲୋପ ହେବା —୩. To be totally forgotten.

[ଉ—ସଭା ସମିତିମାନଙ୍କରେ ପ୍ରସ୍ତାବିତ କୌଣସି ବିଷୟ ପାସ୍ ହୋଇଯିବା ପରେ କାର୍ଯତଃ ତାହା ଏକାବେଳେ ମିଳାଇ ଯାଏ ]