ମିତ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା
(ମିତଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ—(ସଂସ୍କୃତ - ମିତ୍ର; ପ୍ରା. ମିତ୍ତ)

ସମ୍ପାଦନା
୧. ମିତ୍ର; ସୁହୃଦ; ବନ୍ଧୁ —୧. Friend; a crony.

[ଉ—ବନେ କି ଶୋଭା ଦେଖିଲଇଁ ଗୋ ମିତ ଅଭିମନ୍ୟୁ. ବିଦିଗ୍ଧ ଚିନ୍ତାମଣି]

୨. ନାମର ସାଦୃଶ୍ୟ ଯୋଗୁଁ ଧର୍ମଦୃଷ୍ଟିରେ ବନ୍ଧୁ ହୋଇଥିବା ଦୁଇ ବ୍ୟକ୍ତି — ୨. Namesakes between whom god-relationship is set up.

ସଂସ୍କୃତ - ବିଶେଷଣ - (ମା ଧାତୁ+କର୍ମ. ତ)

ସମ୍ପାଦନା
୧. ପରମିତ —୧. Measured; moderate.
୨. କ୍ଷିପ୍ତ —୨. Thrown; east.