ମିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ମିତଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ—(ସଂସ୍କୃତ - ମିତ୍ର; ପ୍ରା. ମିତ୍ତ) ସମ୍ପାଦନା

୧. ମିତ୍ର; ସୁହୃଦ; ବନ୍ଧୁ —୧. Friend; a crony.

[ଉ—ବନେ କି ଶୋଭା ଦେଖିଲଇଁ ଗୋ ମିତ ଅଭିମନ୍ୟୁ. ବିଦିଗ୍ଧ ଚିନ୍ତାମଣି]

୨. ନାମର ସାଦୃଶ୍ୟ ଯୋଗୁଁ ଧର୍ମଦୃଷ୍ଟିରେ ବନ୍ଧୁ ହୋଇଥିବା ଦୁଇ ବ୍ୟକ୍ତି — ୨. Namesakes between whom god-relationship is set up.

ସଂସ୍କୃତ - ବିଶେଷଣ - (ମା ଧାତୁ+କର୍ମ. ତ) ସମ୍ପାଦନା

୧. ପରମିତ —୧. Measured; moderate.
୨. କ୍ଷିପ୍ତ —୨. Thrown; east.