ମିଛୁଆ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା
[ମିଛେ(ଛୋ)ଈ, ମିଛୁରୀ—ସ୍ତ୍ରୀ] 

ଦେଶଜ - ବିଶେଷଣ -

ସମ୍ପାଦନା

ମିଥ୍ୟାବାଦୀ —Lying given to lying; speaking falsehood.

[ଉ—ଖଚୁଆ ମିଛୁଆ ଲୋକେ ଶିରପା ପାଇବେ—ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା]