ମିଛ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ମିଥ୍ୟା; ପ୍ରା. ମିଚ୍ଛା)

ସମ୍ପାଦନା
୧. ଅନୁତ; ଅସତ୍ୟ; ମିଥ୍ୟାକଥା —Lie; falsehood.
୨. ଆବାସ୍ତବ ବିଷୟ —୨. Unreal thing or matter.

[ଉ— ସେ ବୃକ୍ଷମମୂଳେ ଥିବା ମିଛ ପଥ ଚାଲିବାଟି ପ୍ରତ୍ୟକ୍ଷ [ସତ—ବିପରୀତ] ଭୂପତି. ପ୍ରେମମଞ୍ଚାମୃତ ]

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା
୧. ଅସତ୍ୟ —୧. False.
୨. ଲୋକଙ୍କ ଦେଖାଇବା ପାଇଁ କରାଯିବା; ବାହ୍ୟ —୨. Outward; affected.
୩. ଆବାସ୍ତବ —୩. Unreal.
୪. ଅମୂଳକ; ବୃଥା —୪. Vain; groundless; baseless.
୫. ନିଷ୍ପଳ —୫. Fruitless.