ମିଆଦି ହୁଣ୍ଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ମହାଜନୀ ସିରସ୍ତା) ସମ୍ପାଦନା

ଯେଉଁ ହୁଣ୍ଡିରେ ଟଙ୍କା ଦେବା ପାଇଁ ଆଦିଷ୍ଟ ବ୍ୟକ୍ତିର ଦେଖିବାର ନିର୍ଦ୍ଦିଷ୍ଟ ମିଆଦ (ଯଥା—୩୧: ଦିନ, ୬୧: ଦିନ, ୯୧: ଦିନ) ପରେ ବରାଦି ଟଙ୍କା ଦେବା ପାଇଁ ନିର୍ଦ୍ଦିଷ୍ଟ ହୋଇଥାଏ —A bill of exchange payable some fixed days after sight.

(ହୁଣ୍ଡ଼ି ତଳେ ନୋଟ୍ ଦେଖ)