ମାୟା ବାଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା


(ମାୟା ବାଦିନୀ—ସ୍ତ୍ରୀ)

  • (file)

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଲିଙ୍ଗ - (ମାୟାବାଦ+ଇନ୍; ୧ମା. ୧ବ) ସମ୍ପାଦନା

୧. ମାୟାବାଦରେ ବିଶ୍ୱାସକାରୀ (ବ୍ୟକ୍ତି) — ୧. (a person) Holding the Māyā theory.
୨. ବୌଦ୍ଧାମତାବଲମ୍ୱୀ —୨. Holding the doctrines of Buddhism.