ମାଷ୍ଟର

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା
(ମାଷ୍ଟରାଣୀ; ମାଷ୍ଟରିଆଣୀ—ସ୍ତ୍ରୀ) 

ବୈଦେଶିକ - ବି—(ଇଁ ମାଷ୍ଟର୍)

ସମ୍ପାଦନା

ଶିକ୍ଷକ; ବିଦ୍ୟାଳୟ ଗୁରୁ — A teacher; tutor; master.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜି ପଢ଼ାଇବା ଶିକ୍ଷକଙ୍କ ପ୍ରତି ବ୍ୟବହୃତ ହୁଏ ଦେଶୀୟ ଦ୍ଭାଷାର ଓ ସଂସ୍କୃତର ଶିକ୍ଷକଙ୍କୁ ପଣ୍ଡିତ ଓ ଉର୍ଦ୍ଦୂ ପଢ଼ାଇବା ଶିକ୍ଷକଙ୍କୁ ମୌଲବୀ ବା ଆଖୁନ୍ କହନ୍ତି]