ମାଲୁଦ ଜାଗିରଦାର

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଇଂରାଜମାନେ ପ୍ରଥମେ ଓଡ଼ିଶାକୁ ଅଧିକାର କରିବା ସମୟରେ ଇଂରାଜଙ୍କୁ ସାହାର୍ଯ୍ୟ କରିଥିବା ହେତୁ, ମାଲୁଦ୍ ଆଦି ରାଜ୍ୟକୁ ପୁରସ୍କାର ରୂପେ ଜାରିଗି ପାଇଥିବା ମୁସଲମାନ ଜମିଦାର ଓ ତାଙ୍କ ବଂଶଧର —The Jaigirdar f the Malud estates in the district of Puri.