ମାରି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ସକର୍ମକ)—ଆପଣା ଦେହରେ ତେଲ ବା ହଳଦୀ ଆଦି ନିଜେ ଲଗାଇ କରିବା — ୧. To smear one's own body with oil, turmeric paste etc.

ଅନୁବାଦ ସମ୍ପାଦନା

(ଯଥା—ତୁ ଶୀଘ୍ର ଦେହରେ ଟିକିଏ ତେଲ ମାରି ହୋଇ ଗାଧୋଇ ପଡ଼ୁ)

୨. (ଅକର୍ମକ) ଆପଣା ଦେହରେ ହସ୍ତ ବା ଅସ୍ତ୍ରାଦି ପ୍ରହାର କରିବା —୨. To strike one's hand or a weapon on one's body.

ଅନୁବାଦ ସମ୍ପାଦନା

[ଉ—ଛେଚି ହୋଇବାକୁ ଜାତ ହୁଏ ବୁଦ୍ଧି, ଛେଚି ମାରି ହେବି ରହି ରହି ଥାଉ ସିଦ୍ଧି କବିସୂର୍ଯ୍ୟ କବିତା]

୩. (ଅକର୍ମକ) ଛାଟି ପିଟି ହେବା; ଆପଣାର ଅଙ୍ଗ ପ୍ରତ୍ୟଙ୍ଗକୁ ଭୂମିରେ ବା ପାଣିରେ ବା ଇତସ୍ତତଃ ବାଡ଼େଇବା —୩. To strain one's limbs; to strike one's body against the ground or water or in the air.

ଅନୁବାଦ ସମ୍ପାଦନା

(ଯଥା—ଏ ପୋଖରୀରେ ସବୁବେଳେ ମାଛ ଭୂମିରେ ହେଉଅଛନ୍ତି)

୪. (ସକର୍ମକ) (ଆପଣାର ମୁଣ୍ଡକୁ) ଭୂମିରେ ଆଘାତ କରିବା —୪. To strike (one's head) On the ground.

(ଯଥା—ଏଠାରେ ତିନିଦିନ ମୁଣ୍ଡ ମାଈ ହେଲେ ସୁଦ୍ଧା କେହି ଶୁଣିବାକୁ ନାହିଁ)