ମାରି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ ଣିଚ୍ ମାରି ଧାତୁ+ଭାବ. ଇ)

ସମ୍ପାଦନା

ମାଡ଼କ; ସଂକ୍ରାମକ ରୋଗଜନିତ ଲୋକକ୍ଷୟ; ମହାମାରୀ —Plague; pestilence; a mortal epidemic.