ମାପୁଣି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମା ଧାତୁ ଣିଚ ମାପିଧାତୁ)

ସମ୍ପାଦନା
୧. ପରିମାପକ; ଶସ୍ୟ ଆଦିକୁ ମାପ କରିବା ଲୋକ —୧. Measurer.
୨. ମାପିବା କ୍ରିୟା —୨. Act of measuring.
୩. ଶସ୍ୟାଦି ମାପିବା ବ୍ୟକ୍ତିକୁ ଦିଆଯିବା ପାରିଶ୍ରମିକ —୩. Remuneration paid to a measure of grains.