ମାପିଖିଆ
(ମାପିଖିଆ ମାଣ—ଅନ୍ୟରୂପ)
ଯେଉଁ ମାଣରେ ପ୍ରତିଦିନ ଚାଉଳ ମପାଯାଇ ଖାଇବା ପାଇଁ ଭାତ ରନ୍ଧା ହୁଏ —The measuring pot by which the dailym consumption of rice is measured.