ମାନସିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷଣ - (ମାନସ+ଇକ) ସମ୍ପାଦନା

୧. ମନଃ ସମ୍ୱନ୍ଧୀୟ; ଆନ୍ତରି; ମନୋଗତ —୧. Mental.
୨. କାଳ୍ପନିକ — ୨. Imarginary.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଦେବଦେବୀଙ୍କ ସମୀପରେ କୌଣସି ଅଭିଷ୍ଟ ସାଧନାର୍ଥ ଭୋଗ ଆଦି ଯାଚିବା କାର୍ଯ୍ୟ; ମାନତ୍ —୧. Vow taken before a Deity to perform certain acts in case one's particular desire is fulfilled.
୨. କଳ୍ପନା —୨. Imagination.

(ଉ—ମାନସିକେ ତାର ମୁଖ ଦେଖୁଅଛି କୁଟିଳ କୋପଭରଣେ ପ୍ରାଚୀ. ରସ— ବାରିଧି)

୩. ବିଷ୍ଣୁ (ହିନ୍ଦୀ - ଶ.) —୩. A name of Bishṇu.