ମାଦଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶ୍ରା ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ରକ୍ଷିତ ତାଳପତ୍ର ପଞ୍ଜିକା —Palm-leaf archives maintained in the temple of Jagannāth at Puri.

[ଦ୍ରଷ୍ଟବ୍ୟ — ଏଥିରେ ଜଗନ୍ନାଥ ମନ୍ଦିରର ଇତିହାସ, ପୁରୀ ରାଜବଂଶର ଇତିହାସ, ଜଗନ୍ନାଥଙ୍କର ପୂଜା ଓ ପର୍ବବିଧି ଆଦିର ବିବରଣ ପ୍ରାଚୀନକାଳରୁ ଲିପିବଦ୍ଧ ହୋଇ ଆସୁଅଛି ଏଥିରେ ଲେଖାଥିବା ଅନେକ ବିଷୟ କାଳ୍ପଳିକ ଥିବାର ଦେଖାଯାଏ ଏହାର ଆକୃତି ତାଳପତ୍ର ପାଞ୍ଜିମାନଙ୍କଦ୍ୱାରା ବଦ୍ଧ ମର୍ଦ୍ଦଳପରି ଥିବାରୁ ଏହାର ଏପରି ନାମ ହୋଇଅଛି— ଜଗବନ୍ଧୁ. ପ୍ରାଚୀନ ଉତ୍କଳ]