ମାଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମଥ୍ ଧାତୁ=ମନ୍ଥନ କରିବା; ବଧ କରିବା+ଭାବ. ଅ) ସମ୍ପାଦନା

୧. ମନ୍ଥନ; ବିଲୋଡ଼ନ —୧. Churning; stirring.
୨. ବଧ —୨. Slaughter.
୩. ବ୍ୟଥା —୩. Agony.
୪. (+କର୍ମ. ଅ) ପଥ; ମାର୍ଗ —୪. Road; path.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମସ୍ତ) ସମ୍ପାଦନା

ମସ୍ତକ; ମୁଣ୍ଡ; ମଥା —Head.

[ଉ—ସେହି ଗାଣ୍ଡିବ ସେହି ପାଥ, ସେହି ଗାଣ୍ଡିବ ଏବେ ମାଥ—ଢ଼ଗ; ଉପର୍ଯ୍ୟୁକ୍ତ ଢ଼ଗର ଅର୍ଥ ଯେ ପୂର୍ବେ ପାର୍ଥ ଅର୍ଥାତ ଅର୍ଜୁନ ଯେଉଁ ଗାଣ୍ଡିବ ଧନୁକୁ ଅନାୟାସରେ ଉଠାଇ ପାରୁଥିଲେ ଏବେ ତାଙ୍କଠାରୁ ବିଷ୍ଣୁଶକ୍ତି ଅନ୍ତର୍ହିତ ହେବାକୁ ଅର୍ଜୁନ ସେହି ଗାଣ୍ଡିବକୁ ବହୁ କଷ୍ଟରେ ମୁଣ୍ଡରେ ବୋହି କରି ନେଉଛନ୍ତି]