ମାଣ୍ଡିଆ କଙ୍କଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବଡ କଳା କଙ୍କଡା —୧. Big black crabs.
୨. ସମୁଦ୍ରରେ ମିଳିବା ବଡ଼ କଙ୍କଡ଼ା —୨. Big sea-crabs.

[ଦ୍ରଷ୍ଟବ୍ୟ —ଏହା ଜଳାଶୟର ତଳେ ବା କୂଳର ଭୂମିରେ ଗାତ କରି ରହେ; ଖାଇବାକୁ ସୁସ୍ୱାଦୁ ଏହାକୁ ଗାଡୁ(ତୁ)ଆ କଙ୍କଡା ମଧ୍ୟ କହନ୍ତି ]