ମାଣିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଣିକ୍ୟ) ସମ୍ପାଦନା

୧. ମାଣିକ୍ୟ; ପଦ୍ମରାଗ ମଣି; ରକ୍ତ ବର୍ଣ୍ଣର ମଣିବିଶେଷ —୧. Ruby.

(ଉ— ଦେଖାଇଲା ହୀରା, ନୀଳା, ମାଣିକ—ଭଞ୍ଜ. ଲାବଣ୍ୟବତୀ )

[ଦ୍ରଷ୍ଟବ୍ୟ —ହାଡ଼ି ସାଇରେ ମାଣିକ ପଡ଼ିବା ନ୍ୟାୟ— ହାଡିମାନେ ମାଣିକ୍ୟର ମୂଲ୍ୟ ବୁଝି ନ ପାରି ତାକୁ ଅନାଦର କଲା ପରି, କୌଣସୀ ଗୁଣୀ ଲୋକ ନିର୍ଗୁଣ ଲୋକଙ୍କ ଦେଶରେ ପହଞ୍ଚି ଅନାଦୃତ ହେବା ସ୍ଥଳରେ ଏ ନ୍ୟାୟର ଉପମା ଦିଆଯାଏ ]

୨. (ସ୍ତ୍ରୀ) ମାଣିକ୍ୟ ନାମ ସ୍ତ୍ରୀର ଡ଼ାକ ନାମ —୨. A name for calling a female named Māṇikya.