ମାଢ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବି—(ସଂସ୍କୃତ - ମ଼ାଡ଼=ପରିମାଣ; ଓଜନ) ସମ୍ପାଦନା

୧୧. ଚିନା ଓଜନର ସୁନା ବା ଓଜନ ହେବା ଅନ୍ୟ ଦ୍ରବ୍ୟ — ୧. A small weight of gold or any other article.
୨. ଓଜନ ବିଶେଷ; ଦଶ ଚିନା ବା ଅଧି ତୋଳା —୨. A standard weight; half a tola.

[ ଦ୍ର—ସୁନା ରୂପା ଓ ବାସନ ଆଦି ଓଜନ କରିବାରେ ମାଢ଼ ଶଦ୍ଦ ବ୍ୟୃବହୃତ ହୁଏ:— ୪ ଧାନ=୧ ରତି (ସଂସ୍କୃତ - ରକ୍ତିକ=କାଇଞ୍ଚ) ୪ ରତି=୧ରତି (ସଂ ଚିହ୍ନକ) ୨ ଚିନା=୧ ମସା (ସଂସ୍କୃତ - ମାଷକ) ୫ ମସା=୧ ମାଢ଼ ୨ ମାଢ଼=୧ ତୋଳା (ସଂସ୍କୃତ - ତୋଳତକ) ୪ ବା ୬ ତୋଳା=୧ ପଳ ୧୮: ବା ୨ ପଳ=୧ ସେର ଅତଏବ ୧ ମାଢ଼=ଅଧ ତୋଳା ବା ଅଧ ଭରି ଏ ମାଢ଼ ଶବ୍ଦର ବ୍ୟବହାର ମାଦଳା ପାଞ୍ଜିରେ ବହୁବାର ହୋଇ ଅଛି ]

[ଉ—ସୁବର୍ଣ୍ଣ ଦଶଲଷ ମାଢ଼—ଦାର୍ଢ୍ୟତା— ଭକ୍ତି ]

ଦେଶଜ - ବିଣ—(ଫାରାସୀ - ମୋହର=ସ୍ୱର୍ଣ୍ଣମୁଦ୍ରା) ସମ୍ପାଦନା

ବହୁ ପରିମିତ (ମୁଦ୍ରା) —୩. A large amount of money.

[ଯଥା—ତା ଉପରେ ମୋର ମା଼ଢ଼େ ଟଙ୍କା ଅଛି]