ମାଡ଼ ଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମାଡ଼ ପାଇବା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଅନ୍ୟଦ୍ୱାରା ପ୍ରହୃତ ହେବା —୧. To be beaten or assaulted.

(ଉ—ଲୁହା ଲାଗି ଅଗ୍ନି ଦେବତା ଖାଇଲେ—ଢଗ)

୨. ଆହତ ହେବା — ୨. To be wounded or struck.
୩. (ଜାହାଜିଆ ଭାଷା) ଜୋର୍ରେ ବାଜିବା; ଧକ୍କା ଖାଇବା — ୩. To collide.

(ଉ—ଢେର ଢେର ଜାହାଜ ମାଡ଼ ଖାଇଛନ୍ତି ଫକୀରମୋହନ, ଗଳ୍ପସ୍ୱଳ୍ପ)