ମାଡ଼ି ପଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଉପରୁ କିଏ ତଳକୁ ଆପଣାକୁ ଚାପିବ ପରି ଜଣାଯିବା —୧. To feel the sensation of being pressed down from above.

[ ଉ—ତାହା ଦେଖି ଆମ୍ଭର ଜ୍ଞାନ ଗଲା ବୁଡୢ, ପଡ଼ିଲା କିବା ମହାଗିରି ମୁଣ୍ଡେ ମାଡ଼ି କୃଷ୍ଣିସଂହ ମହାଭାରତ . ଆଦି ]

୨. ଅଖଞ୍ଜିଆ ବୋଧ ହେବା; ବାଧିବା —୨. To produce an uneasy or awkward sensation in one's mind.

(ଯଥା—ସାଆନ୍ତ


ଅନୁବାଦ ସମ୍ପାଦନା

ମୋର ତଳେ ଠିଆ ହେଲେ, ମୁଁ ମସିଣା ଉପରେ ବସିଲି; ଏ କଥାଟା ମତେ ଭାରି ମାଡ଼ ପଡ଼ିଲା)

୩. ଗଦା ବା ଜମା ହେବା —୩. To gather; to conglomerate.

[ ଉ—କିସେ ଗୁଣ୍ଡିଚାଯାତ ,ପ୍ରାୟେ ଲୋକ ବହୁତ ଦେଖୁଁ ଦେଖୁଁ ମାଡ଼ି ପଡ଼ିଲେ ଦୀନକୃଷ୍ଣ ରସକଲ୍ଲୋଳ ]

୪. ଉପରେ ଲଦି ହୋଇ ଚାପିଦେବା —୪. To press down (a person or thing) from above

[ଉ—ପର୍ବତ ନ ପଡ଼ିଲା ମା଼ଡ଼ି, ବୃକ୍ଷ ପଡ଼ିଲା ତାକୁ ଛାଡ଼ି ଭୂପତି. ପ୍ରେମପଞ୍ଚାମୃତ ]