ମାଠୁଆ
ବିଶେଷଣ (ଦେଶଜ) ସମ୍ପାଦନା
- ମଠୁଆ; ଯେ ଅତ୍ୟନ୍ତ ବିଳମ୍ବରେ କୌଣସି କାର୍ଯ୍ୟ କରେ
- ଯେ ବିଳମ୍ବରେ, କିନ୍ତୁ ନିଠାଇ କରି କୌଣସି କାର୍ଯ୍ୟକରେ
- ଯେ ଆପଣା ଦେହରେ ଚିକ୍କଣ କରି ତେଲ ହଳଦୀ ଲଗାଇ ହୁଏମାଠୁଆ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
(ମାଠେ[ଠୋ]ଈ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମନ୍ଥର) ସମ୍ପାଦନା
- ୧. ମଠୁଆ; ଯେ ଅତ୍ୟନ୍ତ ବିଳମ୍ୱରେ କୌଣସି କାର୍ଯ୍ୟ କରେ —୧. One who takes much time to finish a work; lazy tardy.
- ୨. ଯେ ବିଳମ୍ୱରେ କିନ୍ତୁ ନିଠାଇ କରି କୌଣସି କାର୍ଯ୍ୟକରେ —୨. One who does any work thoroughly but slowly.
- ୩. (ସଂମୃଷ୍ଟ) ଯେ ଆପଣା ଦେହରେ ଚିକ୍କଣ କରି ତେଲ ହଳଦୀ ଲଗାଇ ହୁଏ —୩. One who takes care to smear his body throughly with oil and turmeric.