ମାଛ ଆଖି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ମତ୍ସ୍ୟର ଚକ୍ଷୁ —୧. The eye of a fish.
୨. ଏହା ମାଛ ଆଖି ପରି ଗୋଲ ଓ ପାଦରେ କଣ୍ଟା ଗଳି ବହୁଦିନ ରହିଗଲେ ଯେଉଁ ଚକ୍ରାକାର ଘାଆ ହୁଏ — ୨. Circular patches or sores appearing on the sole due to its being pricked by thron which is not extrated from it.