ମାଗୁଣି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ମାଗ, ମାଗୀ ମାଗୁ—ଆଦରାର୍ଥକ)

ମାଗା, ମାଗୁଆ, ମାଗୁଣିଆଅନାଦରର୍ଥକରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାର୍ଗଣ)

ସମ୍ପାଦନା
୧. ମାଗଣ (ଦେଖ) - — ୧. Māgaṇa (See)
୨. ମାଗିବା — ୨. Begging.
୩. ପ୍ରାର୍ଥନା —୩. Request; prayer.

[ଉ—ମନେ ପଡ଼ିବ ପୁଣି ମୋର ମାଗୁଣି ରାଧାନାଥ ମେଘ ଦୂତ]

୪. (ପୁଂ ଓ ସ୍ତ୍ରୀ) ଅପର୍ତ୍ତିଆଣି ପୁରୁଷ ଓ ସ୍ତ୍ରୀଶିଶୁଙ୍କ ଦିଆଯିବା ନାମ —୪. A name given to infants whose elders have predeceased them.