ମାଇପ ଚଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ମାଇପ(ପା)ଚାଟୁଆ—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଯେ ସ୍ତ୍ରୀର ମନରକ୍ଷା କରିବାକୁ ସ୍ତ୍ରୀକୁ ସର୍ବଦା ଖୋସାମତ କରେ — ୧. A person given to flattering his wife to gain her favour.
୨. ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତ —୨. Excessively attached to one's wife; hen-pecked.