ମାଇପ କାନିଧରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ମାଇପ କଛାଧରା—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ସ୍ତ୍ରୈଣ; ଯେ ସର୍ବଦା ଆପଣା ସ୍ତ୍ରୀର ସାହଚର୍ଯ୍ୟ ପାଇବା ପାଇଁ ଉତ୍କଣ୍ଠିତ —୧. Addicted to the company of one's wife; clinging to the apron strings of one's wife; effeminate; voluptuous.
୨. ଅତି ଭୀରୁ —୨. Very cowardly.
୩. ସ୍ତ୍ରୀବୁଦ୍ଧି ଚାଳିତ —୩. Hen-pecked.