ମାଇପୀ ଚଟା
ମାଇପୀ ଚଟା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
[ମାଇପ(ପା)ଚାଟୁଆ—ଅନ୍ୟରୂପ]
ଅନୁବାଦ ସମ୍ପାଦନା
ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା
- ୧. ଯେ ସ୍ତ୍ରୀର ମନରକ୍ଷା କରିବାକୁ ସ୍ତ୍ରୀକୁ ସର୍ବଦା ଖୋସାମତ କରେ — ୧. A person given to flattering his wife to gain her favour.
- ୨. ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତ —୨. Excessively attached to one's wife; hen-pecked.