ମାଇପୀ
ମାଇପୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାମାଇପୀ
|
(ମିଣିପ—ବିପରୀତ)
ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନାସ୍ତ୍ରୀଲୋକ; ନାରୀ — Woman.
[ଉ— ମାଇପୀଟା ଶିଖଣ୍ଡୀ ତାର ଶରେ ଗଣ୍ଡି ଫୁଟାଇଲେ ବୁଡ଼ିବ ମୋର କୀର୍ତ୍ତୀଖଣ୍ଡି— କୃଷ୍ଣସିଂହ ମହାଭାରତ ଉଦ୍ଯୋଗ]
ବିଶେଷଣ -
ସମ୍ପାଦନା- ୧. ସ୍ତ୍ରୀ ସୁଲଭ; ସ୍ତ୍ରୀଜନୋଚିତ —୧. Befitting a female
- ୨. ସ୍ତ୍ରୀଜାତୀୟ — ୨. Female.