ମାଇଚା
ମାଇଚା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
[ମାଇଚି(ଛି)ଅ—ଅନ୍ୟରୂପ)
(ଅଣ୍ତିରାଚଣ୍ଡୀ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା
- ୧. ସ୍ତ୍ରୀ ସ୍ୱଭାବଯୁକ୍ତ (ପୁରୁଷ) — ୧. (a man) with female nature.
- ୨. ଯେ ସର୍ବଦା ସ୍ତ୍ରୀ— ମହଲଚେ ରହିବାକୁ ସୁଖପାଏ — ୨. Effeminate; clinging to the apron strings of women.
- ୩. ମାଇଆ (ଦେଖ) - —୩. Māiā (See)