ମାଇଗୁଲିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ମାଇପି ବୋଲକରା; ଯେ ମାଇପର କଥାରେ ରହେ; ସ୍ତ୍ରୀବଶ; ସ୍ତ୍ରୀଚାଳିତ —୧. Led by the nose by one's wife; hen-pecked.
୨. ମାଇଚା —୨. Having the characteristics and habits of a female.