ମାଇକିନା
ମାଇକିନା
ଉଚ୍ଚାରଣ
ସମ୍ପାଦନା[ ମାଇକିନିଆ(ଆଁ)—ଅନ୍ୟରୂପ]
(ଅଣ୍ଡିରା—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ମାତୃ ଓ କନ୍ୟା; କିମ୍ୱା ମାତୃଗ୍ରାମ= ମାତୃଜାତି; ପାଲି—ମାତୁଗାମ; ପ୍ରା. ମଉଗାଆଁ ସଂସ୍କୃତ - ମାତୃକା; ସଂସ୍କୃତ - ମେହନା=ସ୍ତ୍ରୀ; ମହିଳା—ହିନ୍ଦୀ - ଶ)
ସମ୍ପାଦନା- ୧. ନାରୀ; ସ୍ତ୍ରୀଲୋକ —୧. Woman.
- ୨. ପତ୍ନୀ; ସ୍ତ୍ରୀ —୨. Wife.
- ୩. ସ୍ତ୍ରୀ ଜାତି — ୩. Womankind.
[ ଦ୍ର—ସାଧାରଣତଃ 'ମାଇକିନିଆ' ଶବ୍ଦର ବ୍ୟବହାର ଇତର ବା ଶିଷ୍ଟତାବିରୁଦ୍ଧ; କଳିହୁଡ଼ୀ, ଦୁଷ୍ଟା ସ୍ତ୍ରୀମାନଙ୍କ ପ୍ରତି ଓ ଗାଳିରେ ଏ ଶବ୍ଦ ବ୍ୟବହୃତ ହୁଏ ସଧବାମ ନଙ୍କୁ ଅହିଅ ମାଇକିନିଆ ଓ ବିଧବାମାନଙ୍କୁ ରାଣ୍ଡ ମାଇକିନିଆ କୁହାଯାଏ ]