ମହେଳା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହ୍ ଧାତୁ+କର୍ମ. ଇତ+ ଆ)

ସମ୍ପାଦନା
୧. ନାରୀ —୧. Woman.
୨. ମହିଷୀ —୨. A queen.
୩. ମଦମତ୍ତାସ୍ତ୍ରୀ —୩. A woman excited with lust; an amorous or intoxicated woman (Apte).
୪. ଗନ୍ଧଦ୍ରବ୍ୟ ବିଶେଷ; ରେଣୁକା (ହିନ୍ଦୀ - ଶ.) —୪. A kind of scented herb.
୫. ପ୍ରିୟଙ୍ଗୁଲତା —୫. Ichnocarpus Frutescens (creeper).

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଭଦ୍ରବଂଶୀୟା ସ୍ତ୍ରୀ —A lady.



ମହେଳା

ଉଚ୍ଚାରଣ

ସମ୍ପାଦନା

(ମହେଳିକା—ଅନ୍ୟରୂପ)

ସଂସ୍କୃତ - ବି (ମହ=ଉତ୍ସବ+ଇଲା=ପୃଥିବୀ)

ସମ୍ପାଦନା

ମହିଳା (ଦେଖ) - —Mahiḻā (See)