ମହୁସୁମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ଆରବୀ - ମୌସୀମ୍=ଋତୁ) ସମ୍ପାଦନା

୧. ଶସ୍ୟୋତ୍ପତ୍ତି — ୧. The production of grains.
୨. କୃଷିର କୌଣସି କର୍ମ କରିବାର ଉପଯୁକ୍ତ ଋତୁ — ୨. The proper season for a particular agricultural operation.