ମହୁରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧୁର; ଏହା ମଧୁର ଶବ୍ଦ କରୁଥିବାରୁ) ସମ୍ପାଦନା

୧. ମୁଖରେ ଫୁଙ୍କି ବଜାଇବା ଉପବାସୀ ସ୍ୱରଯୁକ୍ତ ଏକପ୍ରକାର ତୁରୀ; ପେଏଁକାଳୀ —୧. A kind of clarionet; clorion; a bugle.

[ଦ୍ରଷ୍ଟବ୍ୟ —ତେଲଙ୍ଗୀ ବାଜାରେ ଦୁଇ ପ୍ରକାର ମହୁରୀ ବାଜେ; ଯଥା—୧. ଗୀତ ମହୁରୀ (ବଙ୍ଗାଳୀ - ଗାନ୍ ସାନାଇ)—ଏହା ଗୀତର ରାଗ ଅନୂସାରେ ଫୁଙ୍କାଯାଏ ୨ ସ୍ୱର ମହୁରୀ (ବଙ୍ଗାଳୀ - ପୋଁ ସାନାଇ)— ଏହା କେବଳ ଗୋଟିଏ ସ୍ୱରରେ ଅନବରତ ବାଜୁଥାଏ]

୨. (ସଂସ୍କୃତ - ମଧୁରିକା) ପାନମହୁରୀ —୨. Fennel.
୩. ପାଣି ବୋହିଯିବାର ନଳା —୩. A drain.