ମହୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧୂ; ପ୍ରା. ମହୁ) ସମ୍ପାଦନା

୧. ମଧୁ —୧. Honey.

[ଦ୍ରଷ୍ଟବ୍ୟ —ମଧୁ ତଳେ ଟୀକା ଦେଖ]

୨. ପୁଷ୍ପର ମଧୁ; ମକରନ୍ଦ —୨. The sweet juice found inside the flowers.
୩. ମହୁମାଛି —୩. Bee.