ମହିମା
ମହିମା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ମହତ୍+ଇମନ୍; ମହିମନ୍ ଶବ୍ଦ; ୧ମ. ୧ବ)
ସମ୍ପାଦନା- ୧. ଉତ୍କର୍ଷ —୧. Excellence.
- ୨. ମହତ୍ତ୍ୱ — ୨. Glory; greatness.
- ୩. ଗୌରବ — ୩. Majesy; dignity.
- ୪. ମାହାତ୍ମ୍ୟ —୪. Magnitude.
- ୫. ଐଶର୍ଯ୍ୟ —୫. Grandeour.
- ୬. ଶକ୍ତି — ୬. Energy; power.
- ୭. ଉଚ୍ଚପଦବୀ —୭. High exalted position.
- ୮. ମହାଦେବଙ୍କ ଅଷ୍ଟ ବିଭୂତି ମଧ୍ୟରୁ ଏକତମ —୮. One of the ୮ divine
peculiarities of Siba.
[ଦ୍ରଷ୍ଟବ୍ୟ —ଏହି ବିଭୂତି ସାହାଯ୍ୟରେ ମହାଦେବ ସ୍ୱେଚ୍ଛାକ୍ରମେ ଆକାର ଧାରଣ କରନ୍ତି]
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ମହତ୍ତ୍ୱର ଚରମ ସୀମା — ୧. The acme of greatness or glory
[ଦ୍ରଷ୍ଟବ୍ୟ — ସେହି ଚିଦ୍ରୂପ ମହିମା ସାହାଯ୍ୟରେ ଜଗତରେ ସମୁଦାୟ ବସ୍ତୁ ପ୍ରକାଶିତ ହୋଇଅଛି ମହିମା ଚିତ୍ସ୍ୱରୂପ ଅଟନ୍ତି ସିଦ୍ଧ ଯୋଗୀମାନେ ଚରମ ଅବସ୍ଥା ପ୍ରାପ୍ତ ହେଲେ ସୁଖଦୁଃଖବିହୀନ ମହିମାକୁ ପ୍ରାପ୍ତ ହୁଅନ୍ତି]
- ୨. ମହାନ୍ ପୁରୁଷ; ସମସ୍ତଙ୍କର ପ୍ରଭୁ —୨. The universal God.
- ୩. ମହିମାଧର୍ମ (ଦେଖ) - —୩. Mahimādharma (See).
[ଦ୍ରଷ୍ଟବ୍ୟ —ଏ ଅନ୍ତଃକରଣ ପ୍ରବର୍ତ୍ତକ ଜ୍ଞାନଜ୍ୟୋତିଃ ସ୍ୱରୂପ ଅନନ୍ତ ଈଶ୍ୱର ଅଟନ୍ତି ସକଳ ଇନ୍ଦ୍ରିୟ ତାଙ୍କର ସାହାଯ୍ୟରେ ପ୍ରକାଶିତ, କିନ୍ତୁ ସେ ସକଳ ଇନ୍ଦ୍ରିୟବିବର୍ଜିତ ପ୍ରଭୁ ଅଟନ୍ତି ଏହି ଅର୍ଥର ବିଶିଷ୍ଟ ବିବରଣ ପାଇଁ ବିଶ୍ୱନାଥବାବାଙ୍କ ମହିମାଧର୍ମ ପ୍ରତିପାଦକ ଗ୍ରନ୍ଥ ଦ୍ରଷ୍ଟବ୍ୟ]